କୋଭିଡ୍‌ଜନିତ ଘାତକ ଫଙ୍ଗାଲ୍‌ ସଂକ୍ରମଣ ବଢ଼ୁଛି

ନୂଆଦିଲ୍ଲୀ : ଦିଲ୍ଲୀର ବିଭିନ୍ନ ଡାକ୍ତରଖାନାରେ ଏବେ କୋଭିଡ୍‌ ଜନିତ ବ୍ଳାକ୍‌ ଫଙ୍ଗସ୍‌ ବା ମ୍ୟୁକୋର୍ମାଇକୋସିସ ମାମଲା ଅଧିକ ଦେଖିବାକୁ ମିଳିଛି। ମହାମାରୀ କୋଭିଡ୍‌-୧୯ର ଏହା ଏପରି ଏକ ଲକ୍ଷଣ ଯେଉଁଥିରେ ବିଶେଷ କରି ପୂର୍ବରୁ ଶରୀରରେ କୌଣସି ପ୍ରକାର ପ୍ରତ୍ୟଙ୍ଗ ପ୍ରତିରୋପଣ କରିଥିବା ରୋଗୀ, ଆଇସିୟୁରେ ଚିକିତ୍ସାଧୀନ ଥିବା ରୋଗୀ ଓ ବହୁ ଦିନ ଧରି ରୋଗପ୍ରତିରୋଧକତା ଅଭାବର ଶିକାର ହୋଇଥିବା ରୋଗୀମାନେ ହିଁ ମୁତ୍ୟୁମୁଖରେ ପଡ଼ିବା ସାର … Continue reading କୋଭିଡ୍‌ଜନିତ ଘାତକ ଫଙ୍ଗାଲ୍‌ ସଂକ୍ରମଣ ବଢ଼ୁଛି